ରେଙ୍ଗାଳି

ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଳି ଠାରେ ଏହି ନଦୀବନ୍ଧା ର ନିର୍ମାଣ କରାଯାଇଅଛି । ୧୨୦ ମେଗାୱାଟ ଏକ ଜଳ ବିଦ୍ୟୁତ କେନ୍ଦ୍ର ଏଠାରେ ପ୍ରତିଷ୍ଠା କରାଯାଇଅଛି । ଏହା ଅନୁଗୋଳ ଠାରୁ ୮୫ କିମି ଦୂର ଜାତୀୟ ରାଜପଥ ୨୫୦ କଡରେ ଅବସ୍ଥିତ । ବଣଭୋଜୀ ଏବଂ ଅବସର ବିନୋଦନ ପାଇଁ ଉପଯୁକ୍ତ ସ୍ଥାନ ।

ଫଟୋ ଗାଲେରୀ

  • ରେଙ୍ଗାଳି ଜଳଭଣ୍ଡାର
  • ରେଙ୍ଗାଳି ଜଳଭଣ୍ଡାର
  • ରେଙ୍ଗାଳି ଜଳଭଣ୍ଡାର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର - ଭୁବେନେଶ୍ଵର ବିମାନ ବନ୍ଦର

ରେଳଗାଡ଼ିରେ

ନିକଟତମ ରେଳ ଷ୍ଟେସନ - ଅନଗୋଳ

ସଡ଼କ ପଥରେ

ଅନୁଗୋଳ ଠାରୁ ୮୫ କି॰ମି॰ ଦୂରତ୍ବରେ ଏହା ଅବସ୍ଥିତ ଏବଂ ନିୟମିତ ବସବେବା ଯିବା ପାଇଁ ଉପଲବ୍ଧ ଅଟେ ।