ବନ୍ଦ କରନ୍ତୁ

ଦେଉଳଝରୀ

ଶ୍ରେଣୀ ଧାର୍ମିକ, ପ୍ରାକୃତିକ/ ମନୋରମ ସୌନ୍ଦର୍ଯ୍ୟ

ଦେଉଳଝରୀ ଉଷ୍ମ ପ୍ରଶବଣ ନିକଟରେ ଏକ ପୁରାତନ ଶୈବ ପୀଠ ଏବଂ ଏହା କିଆ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଏହାର ଅନ୍ୟ ଏକ ବିଶେଶତ୍ଵ ହେଲା ଏହା ଉଷ୍ମ ପ୍ରଶବଣ ଝରଣା ପରିବେଷ୍ଟିତ । ପୁରାତନ କିମ୍ବଦନ୍ତୀ ଅନୁସାରେ ୮୪ଟି ଏହିପରି ଝରଣା ଅଛି । କିନ୍ତୁ ଅନେକାଂଶ ଏହି କିଆ ବୁଦ। ପରିବେଷ୍ଟିତ । ସେମାନଙ୍କ ମଧ୍ୟରୁ ଜୀବନ୍ତ ଅଛନ୍ତି । ସେଗୁଡିକ ହେଲା – ଅଗ୍ନିକୁଣ୍ଡ, ତପ୍ତକୁଣ୍ଡ, ହିମକୁଣ୍ଡ, ଅନନ୍ତକୁଣ୍ଡ ଏବଂ ଲବକୁଣ୍ଡ । ଏହି ଝରଣାର ଜଳ ୪୦° ସେଲସିୟସ ରୁ ୬୨°ସେଲସିୟସ ମଧ୍ୟରେ ରୁହେ । ଏହି ଶୈବ ପୀଠଟି ୨୪ ଏକର ପରିବ୍ୟାପ୍ତ ଅଟେ । ମୁଖ୍ୟ ମନ୍ଦିର ରେ ବାବା ସିଦ୍ଧେଶ୍ଵରଙ୍କର ମୂର୍ତୀ ପୂଜା ପାଉଛି ।

ଫଟୋ ଗାଲେରୀ

  • ଦେଉଲଝରି, ଆଠମଲ୍ଲିକ
  • ଦେଉଲଝରି, ଆଠମଲ୍ଲିକ
  • ଦେଉଲଝରି, ଆଠମଲ୍ଲିକ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର - ଭୁବେନେଶ୍ଵର ବିମାନ ବନ୍ଦର

ରେଳଗାଡ଼ିରେ

ନିକଟତମ ରେଳ ଷ୍ଟେସନ - ବଇଣ୍ଡ। ଷ୍ଟେସନ

ସଡ଼କ ପଥରେ

ଦେଉଲଝରି ଅନୁଗୋଳ ଠାରୁ ୧୦୬ କି.ମି. ଦୂରତ୍ବରେ ଅବସ୍ଥିତ । ଏହାକୁ ନିୟମିତ ବସ ସେବା ଉପଲବ୍ଧ ଅଛି ।