ବନ୍ଦ କରନ୍ତୁ

ଜାତୀୟ ପରିବାର ମଙ୍ଗଳ ଯୋଜନା

ବିପିଏଲ ପରିବାରଭୁକ୍ତ ପରିବାରର ୧୮ରୁ ୫୯ବର୍ଷ ମଧ୍ୟରେ ହୋଇଥିବା ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କର ସ୍ଵାଭାବିକ ବା ଆକସ୍ମିକ ମୃତ୍ୟୁ ହେଲେ ସେହି ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଉଥିବା ହିତାଧିକାରୀମାନଙ୍କର ସହାୟତା ରାଶି ତା ୧୮.୧୦.୨୦୧୨ ରିଖ ଠାରୁ ଟ. ୧୦,୦୦୦/-ରୁ ଟ. ୨୦,୦୦୦/-କୁ ବଢାଇ ଦିଆଯାଇଅଛି ଏବଂ ଏହି ଯୋଜନାର ଅର୍ଥ ମଞ୍ଜୁରୀ ନିମନ୍ତେ ମଣ୍ଡଳ ଉନ୍ନୟନ ଅଧିକ।ରୀମାନଙ୍କୁ ତା. ୧୪.୦୧.୨୦୧୩ଠାରୁ କ୍ଷମତା ପ୍ରଦାନ କରାଯାଇଅଛି ।

ଏହି ଯୋଜନାରେ ସରକାରଙ୍କ ଦ୍ଵାରା କୌଣସି ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଉନହିଁ ।

ଯାଆନ୍ତୁ: http://ssepd.gov.in/?q=node/24

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

ସ୍ଥାନ : ଜିଲ୍ଲା କାର୍ଯ।ଳୟ ପରିସର, ଅନୁଗୋଳ | ସହର : ଅନୁଗୋଳ | ପିନ କୋଡ୍ : 7599122