ଜାତିଗତ ପ୍ରମାଣପତ୍ର

ଜାତିଗତ ପ୍ରମାଣପତ୍ର କଣ ?ଜାତି ପ୍ରମାଣପତ୍ର ବ୍ୟକ୍ତିର ଜାତିକୁ ଦର୍ଶାଇଥାଏ । ଉଦାହରଣ ସ୍ୱରୂପ ତଫସିଲଭୁକ୍ତ ଜାତି ଅଥବା ତଫସିଲଭୁକ୍ତ ଜନଜାତି ।

ଯାଆନ୍ତୁ: http://edistrictodisha.gov.in

ତହସିଲ କାର୍ଯ୍ୟ।ଳୟ ଅନୁଗୋଳ, ଆଠମଲ୍ଲିକ, ବନରପାଳ, ଛେଣ୍ଡିପଦା, କଣିହାଁ, କିଶୋରନଗର, ତାଳଚେର, ପାଳଲହଡା

ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ | ସହର : ଅନୁଗୋଳ | ପିନ କୋଡ୍ : 759122