ଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନା
ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୧୮ ବର୍ଷରୁ ଉର୍ଦ୍ଧ ଏବଂ ଶତକଡା ୮୦ରୁ ଉର୍ଦ୍ଧ ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।ଏହି ଯୋଜନାରେ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ ।
ଯାଆନ୍ତୁ: http://ssepd.gov.in/?q=node/23
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ
ସ୍ଥାନ : ଜିଲ୍ଲା କାର୍ଯ।ଳୟ ପରିସର, ଅନୁଗୋଳ | ସହର : ଅନୁଗୋଳ | ପିନ କୋଡ୍ : 759122