ବନ୍ଦ କରନ୍ତୁ

ଇନ୍ଦିରାଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା

ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୪୦ବର୍ଷରୁ ଉର୍ଦ୍ଧ ବିଧବାମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।ଏହି ଯୋଜନାରେ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ ।

ଯାଆନ୍ତୁhttp://ssepd.gov.in/?q=node/22

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ,  ଜିଲ୍ଲା କାର୍ଯ।ଳୟ ପରିସର, ଅନୁଗୋଳ
ସ୍ଥାନ : ଅନୁଗୋଳ | ସହର : ଅନୁଗୋଳ | ପିନ କୋଡ୍ :୭୫୯୧୨୨