ବନ୍ଦ କରନ୍ତୁ

ଅଭିଯୋଗ ଦାଖଲ କିପରି କରିବେ ?

ଅନଲାଇନରେ ଅଭିଯୋଗ ସମାଧାନ

ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ସମାଧାନ ପାଇଁ ଓଡିଶା ସରକାର ଅନଲାଇନ ସେବା ଯୋଗାଇ ଦେଇଅଛନ୍ତି । ଏହି ସେବାକୁ ଉପଯୋଗ କରି ସାଧାରଣ ନାଗରିକ ନିଜର ସମସ୍ୟା ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଠାରେ ଉପସ୍ଥାପନ କରିପାରିବେ । ଅଭିଯୋଗ ଜଣାଇବାକୁ ଏହି ୱେବସାଇଟର ଉପଯୋଗ କରନ୍ତୁ  www.cmgcodisha.gov.in

ଯାଆନ୍ତୁ: http://www.cmgcodisha.gov.in

ଜିଲ୍ଲା କାର୍ଯ୍ୟ।ଳୟ

ସ୍ଥାନ : ଅନୁଗୋଳ | ସହର : ଅନୁଗୋଳ | ପିନ କୋଡ୍ : 759122