ବନ୍ଦ କରନ୍ତୁ

ଦେଉଳଝରୀ, ଆଠମଲ୍ଲିକ

ଦେଉଳଝରୀ ଉଷ୍ମ ପ୍ରଶବଣ ନିକଟରେ ଏକ ପୁରାତନ ଶୈବ ପୀଠ ଏବଂ ଏହା କିଆ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଏହାର ଅନ୍ୟ ଏକ ବିଶେଶତ୍ଵ ହେଲା ଏହା ଉଷ୍ମ ପ୍ରଶବଣ ଝରଣା ପରିବେଷ୍ଟିତ । ପୁରାତନ କିମ୍ବଦନ୍ତୀ ଅନୁସାରେ ୮୪ଟି ଏହିପରି ଝରଣା ଅଛି । କିନ୍ତୁ ଅନେକାଂଶ ଏହି କିଆ ବୁଦ। ପରିବେଷ୍ଟିତ । ସେମାନଙ୍କ ମଧ୍ୟରୁ ଜୀବନ୍ତ ଅଛନ୍ତି । ସେଗୁଡିକ ହେଲା – ଅଗ୍ନିକୁଣ୍ଡ, ତପ୍ତକୁଣ୍ଡ, ହିମକୁଣ୍ଡ, ଅନନ୍ତକୁଣ୍ଡ ଏବଂ ଲବକୁଣ୍ଡ । ଏହି ଝରଣାର ଜଳ ୪୦° ସେଲସିୟସ ରୁ ୬୨°ସେଲସିୟସ ମଧ୍ୟରେ ରୁହେ । ଏହି ଶୈବ ପୀଠଟି ୨୪ ଏକର ପରିବ୍ୟାପ୍ତ ଅଟେ । ମୁଖ୍ୟ ମନ୍ଦିର ରେ ବାବା ସିଦ୍ଧେଶ୍ଵରଙ୍କର ମୂର୍ତୀ ପୂଜା ପାଉଛି ।