ସୂଚନା ଅଧିକାର
ସୂଚନା ଅଧିକାର ନିୟମ ସମସ୍ତ ନାଗରିକଙ୍କୁ ଏହି ଶକ୍ତି ଦିଏ ଯେ ସେ ଚାହିଁଲେ ଯେ କୌଣସି ସୂଚନା ପାଇପାରିବେ ଯଥା ଦସ୍ତାବିଚ ର ନକଲ କିଂବା ରେକର୍ଡ ମାଗି ପାରିବେ। ଏହା ସମ୍ବିଧାନ ର ଆର୍ଟିକିଲ ୧୯(୧) ରେ ଥିବା ନାଗରିକ ଙ୍କ କହିବା ସ୍ଵାଧୀନତା ଓ ଶରକାର ଙ୍କ କାର୍ଯ୍ୟ ଶୈଳୀ ଉପରେ ଆଧାରିତ ।
ଅଧିକ ଜାଣିବାକୁ ହେଲେ ଏଠାରେ କ୍ଲିକ କରନ୍ତୁ