ବନ୍ଦ କରନ୍ତୁ

ଜନସାଂଖିକ

    ୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାର ମୋଟ ଜନସଂଖ୍ୟା ୧୨୭୩୮୨୧ ଅଟେ ।

  • ପୁରୁଷ – ୬୫୫୭୧୮
  • ମହିଳା – ୬୧୮୧୦୩
  • ଅନୁସୂଚିତ ଜାତି – ୨୩୯୫୫୨
  • ଅନୁସୂଚିତ ଜନଜାତି – ୧୭୯୬୦୩)
ଅନୁଗୋଳ ଜିଲ୍ଲାର ଜନସାଂଖିକ ବିବରଣୀ
ବିବରଣୀ ସଂଖ୍ୟା ବିବରଣୀ ସଂଖ୍ୟା
ଆୟତନ ୬୩୭୫ ବର୍ଗ କି. ମି ଜଙ୍ଗଲ ଜମି  ୨୭୧୬.୮୨ ବର୍ଗ କି. ମି
ଉପଖଣ୍ଡ ସଂଖ୍ୟା ତହସିଲ
ପଞ୍ଚାଯତ ସମିତି କାର୍ଯ୍ୟ।ଳୟ ସଂଖ୍ୟା ଗ୍ରାମ ପଞ୍ଚାୟତ ୨୨୫
ପୌରପରିଷଦ ସଂଖ୍ୟା ବିଜ୍ଞାପିତ ଅଞ୍ଚଳ ପରିଷଦ
ପୋଲିସ  ଷ୍ଟେସନ ୨୩ ରାଜସ୍ୱ ଗ୍ରାମ ସଂଖ୍ୟା ୧୯୩୦