ବନ୍ଦ କରନ୍ତୁ

କିଭଳି ପହଁଞ୍ଚିବେ

ଅନୁଗୋଳ ଜିଲ୍ଲା ସଦର ମହକୁମା ଉଭୟ ସଡକ ଓ ରେଳପଥ ରେ ରାଜଧ।ନୀ ଭୁବନେଶ୍ବର ସହିତ ଉତ୍ତମ ଭାବରେ ସଂଯୁକ୍ତ। ରାଜଧାନୀ ଠାରୁ ଅନୁଗୋଳ ର ଦୂରତା ମାତ୍ର 150 କି.ମି.

ଅନୁଗୋଳ ଜିଲ୍ଲା ସଦର ମହକୁମା ଠାରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ର ଦୂରତା (କି.ମି.)
ସ୍ଥାନ ପର୍ଯ୍ୟଟନ ସ୍ଥଳ ର ନାମ ଦୂରତା (କି.ମି.)
ଅନୁଗୋଳ  ଭୀମକାଣ୍ଡ (ବିଷ୍ଣୁ ଙ୍କ ଅନନ୍ତ ଶୟନ)   ୨୦
 ବିନିକେଈ (ମା ବିନିକେଈ ଠାକୁରାଣୀ)  ୮୫
 ଖୁଲୁଡି (ଜଳପ୍ରପାତ)  ୧୨୦
 କୋଶଳ। (ରାମଚଣ୍ଡୀ ମନ୍ଦିର)  ୨୮
 ରେଙ୍ଗାଳୀ (ଜଳବିଦ୍ୟୁତ ପ୍ରକଳ୍ପ)  ୮୫
 ନାଲକୋ (ଆଲୁମିନିୟମ ପ୍ରକଳ୍ପ)  ୦୭
 ଡେରାଜଙ୍ଗ (ଜଳଭଣ୍ଡାର)  ୧୧
 ଦେଉଲଝରି (ଶିବ ମନ୍ଦିର ଓ ଉଷ୍ମ ପ୍ରସବଣ)  ୯୦
 ତାଳଚେର (କୋଇଲା ଖଣି ଓ ତାପଜ ବିଦ୍ୟୁତ ପ୍ରକଳ୍ପ)   ୨୫
  ଟିକରପଡା (ସାତକୋଶିଆ ଗଣ୍ଡ)  ୫୮
  ବଳରମପ୍ରସାଦ (ମା ହିଙ୍ଗୁଳ ଠାକୁରାଣୀ)  ୨୭
 ଗଡସନ୍ତ୍ରୀ (ମା ଲୋଭୀ ଠାକୁରାଣୀ ମନ୍ଦିର )  ୧୭
 ଅନୁଗୋଳ ମା ବୁଢୀ ଠାକୁରାଣୀ  ମନ୍ଦିର ଓ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର   –