ବନ୍ଦ କରନ୍ତୁ

ନଭେଲ କରୋନା ଭାଇରସ (କୋଭିଡ-୧୯)

କୋଭିଡି- ୧୯ ଜିଲ୍ଲା ପୃଷ୍ଠା ଜିଲ୍ଲା କୋଭିଡ ଡ୍ୟାସବୋର୍ଡ କୋଭିଡ-୧୯ ଓଡ଼ିଶା ରାଜ୍ୟ ପୋର୍ଟାଲ୍
କୋଭିଡି- ୧୯ ସହାୟତା ନମ୍ବର: ୧୦୭୭ / ୦୬୭୬୪-୨୩୦୬୧୨ / ୯୪୩୯୯୮୧୭୫୬

ଜିଲ୍ଲା ସମ୍ବନ୍ଧରେ

ଓଡିଶାର ମଧ୍ୟଭାଗରେ ଅବସ୍ଥିତ ଅନୁଗୋଳ ଜିଲ୍ଲା ୧୯୯୩ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏକ ଅଂଶ ଥିଲା । ପ୍ରଶାସନିକ ସୁବିଧା ନିମନ୍ତେ ଢେଙ୍କାନାଳ ଜିଲ୍ଲା ରାଜ୍ୟ ସରକାରଙ୍କର ବିଜ୍ଞପ୍ତି ସଂ ଡି ଆର ସି – ୪୪/୯୩/୨୪୨୧୮/ଆର ତା ୨୭ ମାର୍ଚ୍ଚ ୧୯୯୩ ଅନୁଯାଇ ଢେଙ୍କାନାଳ ଓ ଅନୁଗୋଳ ଏହିପରି ଦୁଇଭାଗରେ ବିଭକ୍ତ ହେଲା । ଅନୁଗୋଳ ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା

ଅଧିକ ଦେଖନ୍ତୁ

ଏକ ନଜରରେ ଜିଲ୍ଲା

  • କ୍ଷେତ୍ରଫଳ: ୬,୩୭୫ Sq. Km.
  • ଜନସଂଖ୍ୟା: ୧୨,୭୩,୮୨୧
  • ପୁରୁଷ: ୬,୫୫,୭୧୮
  • ମହିଳା: ୬,୧୮,୧୦୩
  • ଭାଷା: ଓଡିଆ
  • ଗ୍ରାମଗୁଡିକ: ୧୯୩୦
Election Special Summary Revision 2021
Siddharth Shankar Swain, IAS
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଭା.ପ୍ର.ସେ

ସାମାଜିକ ମାଧ୍ୟମ

ଜିଲ୍ଲା ମ୍ୟାପ