ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ଓଡିଶାର ମଧ୍ୟଭାଗରେ ଅବସ୍ଥିତ ଅନୁଗୋଳ ଜିଲ୍ଲା ୧୯୯୩ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏକ ଅଂଶ ଥିଲା । ପ୍ରଶାସନିକ ସୁବିଧା ନିମନ୍ତେ ଢେଙ୍କାନାଳ ଜିଲ୍ଲା ରାଜ୍ୟ ସରକାରଙ୍କର ବିଜ୍ଞପ୍ତି ସଂ ଡି ଆର ସି – ୪୪/୯୩/୨୪୨୧୮/ଆର ତା ୨୭ ମାର୍ଚ୍ଚ ୧୯୯୩ ଅନୁଯାଇ ଢେଙ୍କାନାଳ ଓ ଅନୁଗୋଳ ଏହିପରି ଦୁଇଭାଗରେ ବିଭକ୍ତ ହେଲା । ଅନୁଗୋଳ ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା

ଅଧିକ ଦେଖନ୍ତୁ

ଏକ ନଜରରେ ଜିଲ୍ଲା

  • କ୍ଷେତ୍ରଫଳ: ୬,୩୭୫ Sq. Km.
  • ଜନସଂଖ୍ୟା: ୧୨,୭୩,୮୨୧
  • ପୁରୁଷ: ୬,୫୫,୭୧୮
  • ମହିଳା: ୬,୧୮,୧୦୩
  • ଭାଷା: ଓଡିଆ
  • ଗ୍ରାମଗୁଡିକ: ୧୯୩୦

______________________________________________________________________

ମହାମହିମ ରାଷ୍ଟ୍ରପତି ଙ୍କ ଦ୍ଵାରା ଅନୁଗୋଳ ଜିଲ୍ଲା କୁ ଭୂମି ସମ୍ମାନ ପ୍ରଦାନ 

ମହାମହିମ ରାଷ୍ଟ୍ରପତି ଙ୍କ ଦ୍ଵାରା ଅନୁଗୋଳ ଜିଲ୍ଲା କୁ ଭୂମି ସମ୍ମାନ ପ୍ରଦାନ ॰

ରାଜ୍ୟ ସଙ୍ଗୀତ  |   ବନ୍ଦେ ଉତ୍କଳ ଜନନୀ

Election Special Summary Revision 2021
  • ପ୍ରଦର୍ଶିତ ପାଇଁ କୌଣସି ପୋଷ୍ଟ ନାହିଁ
Collector Angul
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅବ୍ଦାଲ ମ. ଅଖତର, ଭା.ପ୍ର.ସେ
------ରାଷ୍ଟ୍ରୀୟ ମତଦାତା ଦିବସ------
-------- ମୁଁ ଭାରତୀୟ ଅଟେ -------

ସାମାଜିକ ମାଧ୍ୟମ

ଜିଲ୍ଲା ମ୍ୟାପ